ଲକଡାଉନ୍ ସମୟରେ ଯୁବଗୋଷ୍ଠୀ ଯେପରି ଘରେ ବସି ବୋର ନ ହେବେ ବା ଅଳସୁଆ ନ ହେବେ, ସେଥିପାଇଁ ଏହି ସମୟର ଉପଯୁକ୍ତ ବିନିଯୋଗ କରିବା ପାଇଁ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଶ୍ରୀ ସନ୍ଦୀପ ମାଡକର୍ କେତେକ ମୋବାଇଲ ନମ୍ବର ଜାରି କରିଛନ୍ତି । ୟୁପିଏସସି, ଓପିଏସ୍ସି, ମେଡିକାଲ୍, ଆଇନ୍, ହୋଟେଲ ମେନେଜମେଣ୍ଟ, ସେନାବାହିନୀ, ବ୍ୟାଙ୍କିଙ୍ଗ ଓ ଅନ୍ୟାନ୍ୟ କେତେକ କ୍ଷେତ୍ର ପାଇଁ କାହା ସହ ଯୋଗୋଯୋଗ କରିବେ, ତାହା ଏଥିରେ ଉଲ୍ଲେଖ କରାଯାଇଛି ।
କ୍ୟାରିଅର୍ କାଉନସେଲିଂ ପାଇଁ ଏସ୍.ପି ଜାରି କଲେ କେତେକ ମୋବାଇଲ ନମ୍ବର
