କ୍ୟାରିଅର୍ କାଉନସେଲିଂ ପାଇଁ ଏସ୍.ପି ଜାରି କଲେ କେତେକ ମୋବାଇଲ ନମ୍ବର

ଲକଡାଉନ୍ ସମୟରେ ଯୁବଗୋଷ୍ଠୀ ଯେପରି ଘରେ ବସି ବୋର ନ ହେବେ ବା ଅଳସୁଆ ନ ହେବେ, ସେଥିପାଇଁ ଏହି ସମୟର ଉପଯୁକ୍ତ ବିନିଯୋଗ କରିବା ପାଇଁ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଶ୍ରୀ ସନ୍ଦୀପ ମାଡକର୍ କେତେକ ମୋବାଇଲ ନମ୍ବର ଜାରି କରିଛନ୍ତି । ୟୁପିଏସସି, ଓପିଏସ୍‌ସି, ମେଡିକାଲ୍‌, ଆଇନ୍‌, ହୋଟେଲ ମେନେଜମେଣ୍ଟ, ସେନାବାହିନୀ,  ବ୍ୟାଙ୍କିଙ୍ଗ ଓ ଅନ୍ୟାନ୍ୟ କେତେକ କ୍ଷେତ୍ର ପାଇଁ କାହା ସହ ଯୋଗୋଯୋଗ କରିବେ, ତାହା ଏଥିରେ ଉଲ୍ଲେଖ କରାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କ୍ୟାରିଅର୍ କାଉନସେଲିଂ ପାଇଁ ଏସ୍.ପି ଜାରି କଲେ କେତେକ ମୋବାଇଲ ନମ୍ବର