ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ମାମଲା ଦେଖା ଯାଉଥିବାରୁ ରାଜ୍ୟ ସରକାର ସେସବୁ ଜିଲ୍ଲାରେ ଆଜି ରାତି ୧୦ ଟାରୁ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ ଡାଉନ୍ ଘୋଷଣା କରିଛନ୍ତି । କେବଳ କେତେକ ଔଷଧ ଦୋକାନକୁ ଛାଡ଼ିଦେଲେ, ବାକି ସମସ୍ତ ଦୋକାନବଜାର ବନ୍ଦ ରହିବ ବୋଲି ଜଣାପଡ଼ିଛି ।
ତିନି ଜିଲ୍ଲାରେ ୬୦ ଘଣ୍ଟାର ସମ୍ପୂର୍ଣ୍ଣ ସଟ ଡାଉନ୍
