ତିନି ଜିଲ୍ଲାରେ ୬୦ ଘଣ୍ଟାର ସମ୍ପୂର୍ଣ୍ଣ ସଟ ଡାଉନ୍‌

ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ମାମଲା ଦେଖା ଯାଉଥିବାରୁ ରାଜ୍ୟ ସରକାର ସେସବୁ ଜିଲ୍ଲାରେ ଆଜି ରାତି ୧୦ ଟାରୁ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ ଡାଉନ୍ ଘୋଷଣା କରିଛନ୍ତି । କେବଳ କେତେକ ଔଷଧ ଦୋକାନକୁ ଛାଡ଼ିଦେଲେ, ବାକି ସମସ୍ତ ଦୋକାନବଜାର ବନ୍ଦ ରହିବ ବୋଲି ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ତିନି ଜିଲ୍ଲାରେ ୬୦ ଘଣ୍ଟାର ସମ୍ପୂର୍ଣ୍ଣ ସଟ ଡାଉନ୍‌