ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିବା ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଏଥିରେ ପାଞ୍ଚଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠୁ ନଗଦ ୩୩୧୦୦ ଟଙ୍କା, ୧୩ ଟି ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଜବତ ହୋଇଥିବା ଜଣାପଡ଼ିଛି ।
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ
