ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ପରିସ୍ଥିତିରେ ଦୁର୍ଦ୍ଦିନ ଦେଇ ଗତି କରୁଥିବା ଓଡ଼ିଶାର ଲୋକଙ୍କୁ ଆଣିବା ପାଇଁ ଉଦ୍ୟମ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଯାତାୟାତ କଟକଣା ଉଠିଯିବା ପରେ ଗୋଷ୍ଠୀଗତ ଭାବେ ଲୋକଙ୍କ ସାହାଯ୍ୟ ନେଇ ଏହି କାର୍ଯ୍ୟ କରିବାକୁ ଗ୍ରାମ ପଞ୍ଚାୟତ ଓ ମ୍ୟୁନିସିପାଲିଟିର ସହ ଯୋଗରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ବାହାରେ ଥିବା ଲୋକଙ୍କୁ ଆଣିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
