ଚାଷୀଙ୍କ ଫଳ ଓ ପନିପରିବା ବିକ୍ରି ପାଇଁ ୱେବସାଇଟ୍ ଲିଙ୍କ


ରାଜ୍ୟ ସରକାର ଚାଷୀଙ୍କ ଉତ୍ପାଦିତ ଫଳ ଓ ପନିପରିବା ବିକ୍ରିର ସହାୟତା ପାଇଁ ଏକ ୱେବସାଇଟ୍ ଲିଙ୍କ ଜାରି କରିଛନ୍ତି, odihortmarketing.nic.in   । ଚାଷୀମାନେ ବିକିବାକୁ ଚାହୁଁଥିବା ଉତ୍ପାଦର ତଥ୍ୟ ପ୍ରଦାନରେ ତାଙ୍କୁ ସ୍ଥାନୀୟ ଉଦ୍ୟାନ ଅଧିକାରୀ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ଚାଷୀଙ୍କ ଫଳ ଓ ପନିପରିବା ବିକ୍ରି ପାଇଁ ୱେବସାଇଟ୍ ଲିଙ୍କ