ରାଜ୍ୟ ସରକାର ଚାଷୀଙ୍କ ଉତ୍ପାଦିତ ଫଳ ଓ ପନିପରିବା ବିକ୍ରିର ସହାୟତା ପାଇଁ ଏକ ୱେବସାଇଟ୍ ଲିଙ୍କ ଜାରି କରିଛନ୍ତି, odihortmarketing.nic.in । ଚାଷୀମାନେ ବିକିବାକୁ ଚାହୁଁଥିବା ଉତ୍ପାଦର ତଥ୍ୟ ପ୍ରଦାନରେ ତାଙ୍କୁ ସ୍ଥାନୀୟ ଉଦ୍ୟାନ ଅଧିକାରୀ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।
ଚାଷୀଙ୍କ ଫଳ ଓ ପନିପରିବା ବିକ୍ରି ପାଇଁ ୱେବସାଇଟ୍ ଲିଙ୍କ
