କରୋନା ରୋଗଦ୍ୱାରା ଏଯାଏଁ ସର୍ବମୋଟ ୧ ଲକ୍ଷ ୭୮ ହଜାର୬୬୯ ଲୋକ ମୃତ୍ୟୁବରଣ କରିସାରିଥିବାବେଳେ ୧୬ ଲକ୍ଷ ୯୩ ହଜାର ୬୪ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ଭିତରୁ ୭ ଲକ୍ଷ ୪୧୪୨ ଜଣ ଭଲ ହୋଇ ଘରକୁ ଫେରି ସାରିଛନ୍ତି । ସେ ଭିତରୁ ଭାରତରେ ଏଯାଏଁ ୧୫ ହଜାର ୧୦୯ ଜଣ ଲୋକ କରୋନାଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ୬୦୩ ଜଣ ମୃତ୍ୟୁ ବରଣ କଲେଣି ଓ ୩୨୭୩ ଜଣ ଲୋକ ଭଲ ହୋଇ ଘରକୁ ଫେରିଲେଣି ।
କରୋନା-ଏକ ଝଲକ୍
