କଫ୍ ସିରଫ୍ ଚୋରା ଚାଲାଣ ହେଉଥିବା ଟାଟା ୪୦୭ ଗାଡ଼ି ଜବତ୍

ବଲାଙ୍ଗୀର ସଦର ପୋଲିସ୍ କଫ୍ ସିରଫ୍ ଚୋରା ଚାଲାଣ ହେଉଥିବା ଏକ ଟାଟା ୪୦୭ ଗାଡ଼ିକୁ ଜବତ୍ କରିଛି । ଗାଡ଼ିରୁ୧୬୦୫ ଟି କଫ୍ ସିରଫ୍ ଭର୍ତ୍ତି ଥିବା ବୋତଲ ବାହାରିଥିବାବେଳେ ତିନି ଜଣଙ୍କୁ ଗିରଫ୍ କରାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କଫ୍ ସିରଫ୍ ଚୋରା ଚାଲାଣ ହେଉଥିବା ଟାଟା ୪୦୭ ଗାଡ଼ି ଜବତ୍