ଦେଶରେ ଲକ୍ଡାଉନ୍ ଘୋଷଣା ପରେ ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ନିମନ୍ତେ ସେମାନଙ୍କ ନାମ ପଞ୍ଜିକରଣ ଲାଗି ସରକାର ଏଲ ଲିଙ୍କ ଜାରି କରିଛନ୍ତି । ଏହି ଲିଙ୍କରେ ସେମାନେ ରେଜିଷ୍ଟ୍ରେସନ କରିପାରିବେ ବୋଲି ସୂଚନା ଦିଆଯାଇଛି : covid—19 odisha.gov.in
ଓଡ଼ିଶାକୁ ଫେରିବାକୁ ଚାହୁଁଥିଲେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ
