ଓଡ଼ିଶାକୁ ଫେରିବାକୁ ଚାହୁଁଥିଲେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ


ଦେଶରେ ଲକ୍‌ଡାଉନ୍ ଘୋଷଣା ପରେ ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ନିମନ୍ତେ ସେମାନଙ୍କ ନାମ ପଞ୍ଜିକରଣ ଲାଗି ସରକାର ଏଲ ଲିଙ୍କ ଜାରି କରିଛନ୍ତି । ଏହି ଲିଙ୍କରେ ସେମାନେ ରେଜିଷ୍ଟ୍ରେସନ କରିପାରିବେ ବୋଲି ସୂଚନା ଦିଆଯାଇଛି : covid—19 odisha.gov.in

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ଓଡ଼ିଶାକୁ ଫେରିବାକୁ ଚାହୁଁଥିଲେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ