ଆଜି ଦିବସକୁ ପୁସ୍ତକ ଯୋଗୁଁ ଆମୋଦ କରିବା ଓ ପଢ଼ିବାକୁ ଉତ୍ସାହିତ କରିବାକୁ ଏହି ଦିବସଟିକୁ ପାଳନ କରାଯାଇଥାଏ । ପ୍ରତ୍ୟେକ ବର୍ଷ ଏପ୍ରିଲ ୨୩ ତାରିଖ ଦିନଟିକୁ ବିଶ୍ୱାବ୍ୟାପି ପାଳନ କରାଯାଇଥାଏ । ବିଭିନ୍ନ ପିଢ଼ି ଓ ସଂସ୍କୃତିରେ ପୁସ୍ତକର ମର୍ଯ୍ୟାଦା ଓ ଏହା କିପରି ସେତୁ ପରି କାର୍ଯ୍ୟ କରିଥାଏ, ତାକୁ ସ୍ୱୀକୃତି ପ୍ରଦାନ କରିଥାଏ ।
ଆଜି ‘ବିଶ୍ୱ ପୁସ୍ତକ ଓ ସ୍ୱତ୍ୱାଧିକାର ଦିବସ’ ।
