ଫେସବୁକ୍ ଓ ଗୁଗୁଲ୍ ପରି ବୃହତ୍ ସୂଚନା ପ୍ରଦୌଗିକ କମ୍ପାନୀମାନେ ଅଷ୍ଟ୍ରେଲିଆ ଦେଶରେ ତାଙ୍କର ଡିଜିଟାଲ୍ ମାଧ୍ୟମରେ ସମ୍ବାଦ ପରିବେଷଣ କଲେ ସେମାନେ ସେ ଦେଶର ସରକାରଙ୍କୁ ବର୍ତ୍ତମାନ ଅର୍ଥ ଦେବାକୁ ପଡ଼ିବ ବୋଲି ଏକ ନିଷ୍ପତ୍ତି ନେଇଛନ୍ତି । ଅଷ୍ଟ୍ରେଲିଆ ପୃଥିବୀର ପ୍ରଥମ ଦେଶ, ଯିଏକି ଗୁଗୁଲ୍ ଓ ଫେସବୁକ୍ ପରି ଡିଜିଟାଲ କ୍ଷେତ୍ରର ହସ୍ତୀଙ୍କଠୁ ଆପଣା ସମ୍ବାଦ ପରିବେଷଣ ପାଇଁ ପଇସା ନେବ ।
ଅଷ୍ଟ୍ରେଲିଆରେ ଫେସବୁକ କି ଗୁଗୁଲ ସମ୍ବାଦ ପରିବେଷଣ କଲେ ସେମାନଙ୍କଠୁ ଅର୍ଥ ଆଦାୟ କରାଯିବ
