ତାରା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଅଶୃଳ ଶ୍ରଦ୍ଧାଞ୍ଜଳି


(୨୯/୭) ନବରଙ୍ଗପୁର ଜିଲ୍ଲାରେ ଏତେ ଦିନ ନିଜ ନିଜ ଦକ୍ଷତା ବଳରେ ପୋଲସକୁ ସାହାଯ୍ୟ କରି ଆସିଥିବା ପୋଲିସ୍ କୁକୁର(ତାରା) ର ଆଜି ଦେହାନ୍ତ ହୋଇଥିବା ଆରକ୍ଷୀ ଅଧିକ୍ଷକ ଜଣାଇଛନ୍ତି । ଜିଲ୍ଲା ପୋଲିସ ପକ୍ଷରୁ ତା ପ୍ରତି ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାରା ଦୀର୍ଘ ଦିନ ହେବ ସେ ପୋଲିସ ବିଭାଗକୁ ସେବା ଯୋଗାଇ ଆସିଥିବା ସେ ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ତାରା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଅଶୃଳ ଶ୍ରଦ୍ଧାଞ୍ଜଳି