‘ଜେଇଇ’ ଓ ‘ନୀଟ୍‌’ ପରୀକ୍ଷା ଘୁଂଚାଇବାକୁ କରିଥିବା ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ


(୧୭/୮) ଆଗାମୀ ସେପ୍ଟେମ୍ବର ମାସରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହେବାକୁ ଥିବା ‘ଜେଇଇ’ ଓ ‘ନୀଟ୍‌’ ପରୀକ୍ଷା ଘୁଂଚାଇବାକୁ କରିଥିବା ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ କରି ଦେଇଛନ୍ତି । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଉତ୍ପନ୍ନ ହୋଇଥିବା ସମସ୍ୟା ତଥା ଆହୁରି କେତେକ ସମସ୍ୟା ଯୋଗୁଁ ଏହି ପରୀକ୍ଷାକୁ ଘୁଂଚାଇବାକୁୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଚଳିତବର୍ଷ ୧୭ ଲକ୍ଷ ପରୀକ୍ଷାର୍ଥ ‘ନୀଟ୍‌’ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ‘ଜେଇଇ’ ଓ ‘ନୀଟ୍‌’ ପରୀକ୍ଷା ଘୁଂଚାଇବାକୁ କରିଥିବା ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ