(୦୬/୮) ଅଗଷ୍ଟ ମାସ ୯ ତାରିଖ ଦିନ ‘ବିଶ୍ୱ ଆଦିବାସୀ ଦିବସ’ ଦିବସ ପାଳନ କରାଯାଇଥାଏ । ତେବେ ଏହି ଦିନକୁ ରାଜସ୍ଥାନ ସରକାର ସର୍ବସାଧାରଣ ଛୁଟି ଦିବସ ଭାବେ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋତ ତାଙ୍କ ଟ୍ୱିଟରରେ ସେଆର୍ କରିଛନ୍ତି । ଏଥିପାଇଁ ରାଜସ୍ଥାନର ଆଦିବାସୀ ଅଧ୍ୟୁଷିତ ଅଂଚଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସମୟରେ ମନ୍ତ୍ରୀ ଶ୍ରୀ ଅର୍ଜୁନ ବାମନିଆ, ବିଧାୟକ ଶ୍ରୀ ଗଣେଷ ଘୋଗରା, ଶ୍ରୀମତୀ ରମିଲା ଖଡିଆ ଓ ଶ୍ରୀମତୀ ଇନ୍ଦିରା ମୀଣା ପ୍ରମୁଖ ଉପସ୍ଥିତ ଥିଲେ ।
ଅଗଷ୍ଟ ୯ ତାରିଖ ବିଶ୍ୱ ଆଦିବାସୀ ଦିବସକୁ ରାଜସ୍ଥାନ ସରକାର ଛୁଟି ଘୋଷଣା କଲେ
