କଣ୍ଟାବାଞ୍ଜିରେ କରୋନା ମୁକାବିଲା ନେଇ ପ୍ରସ୍ତୁତି

କରୋନା ମୁକାବିଲା ନେଇ କଣ୍ଟାବାଞ୍ଜି ବିଜ୍ଞାପିତ ଅଂଚଳ ପରିଷଦ ବ୍ୟାପକ ପ୍ରସ୍ତୁତି କରିଥିବା ଜଣାପଡ଼ିଛି । ସୂଚନା ଅନୁସାରରେ ଜଣ୍ଟାବାଞ୍ଜି ସହରରେ ବିଜ୍ଞାପିତ ପରିଷଦ ପକ୍ଷରୁ ସ୍ଥାନୀୟ ଜେଏମ୍‌ଜେ ଓ ଲାୟନ୍‌ସ ପବ୍ଲିବ ସ୍କୁଲ ପରିସରରେ ବାହାର ରାଜ୍ୟରୁୁ ଆସୁଥିବା ଲୋକମାନଙ୍କ ନିମନ୍ତେ କ୍ୱାରେଣ୍ଟାଇନର ବ୍ୟବସ୍ଥା କରା୍‌ଯାଇଛି । କଣ୍ଟାବାଞ୍ଜି ସହରରେ ଥିବା ସାପ୍ତାହିକ ବଜାରକୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଛି । ଗରିବ ଲୋକମାନଙ୍କୁ ରାଜ୍ୟ ସରକାର ବିଜ୍ଞାପିତ ଅଂଚଳ ପରିଷଦ ମାଧ୍ୟମରେ ଖାଦ୍ୟ ଯୋଗାଇ ଦେଉଥିବାବେଳେ କଣ୍ଟାବାଞ୍ଜି ସହରରେ ଅଗ୍ନିଶମ ବିଭାଗ ସହାୟତାରେ ବ୍ଲିଚିଂ ମଧ୍ୟ କରାଯାଉଛି । ଲୋକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସୂଚନା ଦିଆଯାଉଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କଣ୍ଟାବାଞ୍ଜିରେ କରୋନା ମୁକାବିଲା ନେଇ ପ୍ରସ୍ତୁତି