ଆମେରିକାରରେ ପୋଷା ବିଲେଇଙ୍କୁ କରୋନା ରୋଗ


ଆମେରିକାର କୃଷି ଓ ରୋଗ ନିୟନ୍ତ୍ରଣ ବିଭାଗ ପକ୍ଷରୁ କରାଯାଇଥିବା ଏକ ପରୀକ୍ଷାରୁ ଜଣାଯାଇଛି ଯେ, ସେଠିକାର ଦୁଇଟି ବିଲେଇ ମଧ୍ୟ କରୋନା ଭୂତାଣୁଦ୍ୱାରା ଆକ୍ରାନ୍ତ । ଏହି ପୋଷା ବିଲେଇ ମାନଙ୍କୁ ସମ୍ଭବତଃ କୌଣସି ବ୍ୟକ୍ତିଠାରରୁ ଏହି ଭୁତାଣୁ ଡେଇଁ ଥିବା ସନ୍ଦେହ କରାଯାଇଛି । ହ୍ୱାଇଟ୍ ହାଉସ୍ ସୂତ୍ରରୁ ପ୍ରକାଶ କରାଯାଇଛି ଯେ, କରୋନା ଭୂତାଣୁ କୌଣସି ଜୀବଜନ୍ତୁଠାରୁ ମଣିଷକୁ ଡେଇଁବାର କୌଣସି ନଜୀର ନାହିଁ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ଆମେରିକାରରେ ପୋଷା ବିଲେଇଙ୍କୁ କରୋନା ରୋଗ