ଆମେରିକାର କୃଷି ଓ ରୋଗ ନିୟନ୍ତ୍ରଣ ବିଭାଗ ପକ୍ଷରୁ କରାଯାଇଥିବା ଏକ ପରୀକ୍ଷାରୁ ଜଣାଯାଇଛି ଯେ, ସେଠିକାର ଦୁଇଟି ବିଲେଇ ମଧ୍ୟ କରୋନା ଭୂତାଣୁଦ୍ୱାରା ଆକ୍ରାନ୍ତ । ଏହି ପୋଷା ବିଲେଇ ମାନଙ୍କୁ ସମ୍ଭବତଃ କୌଣସି ବ୍ୟକ୍ତିଠାରରୁ ଏହି ଭୁତାଣୁ ଡେଇଁ ଥିବା ସନ୍ଦେହ କରାଯାଇଛି । ହ୍ୱାଇଟ୍ ହାଉସ୍ ସୂତ୍ରରୁ ପ୍ରକାଶ କରାଯାଇଛି ଯେ, କରୋନା ଭୂତାଣୁ କୌଣସି ଜୀବଜନ୍ତୁଠାରୁ ମଣିଷକୁ ଡେଇଁବାର କୌଣସି ନଜୀର ନାହିଁ ।
ଆମେରିକାରରେ ପୋଷା ବିଲେଇଙ୍କୁ କରୋନା ରୋଗ
