ରମଜାନ ଅବସରରେ ମୁସଲିମ ସମାଜକୁ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ସାଲୁୁଜାଙ୍କ ଶୁଭେଚ୍ଛା !


କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁସଲିମ ସମାଜର ସଭାପତି ତଥା ପୁର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନଙ୍କୁ ଭେଟି ସମସ୍ତ ମୁସଲମନ ଭାଇ ଓ ଭଉଣୀମାନଙ୍କୁ ରମଜାନର ଶୁଭ କାମନା ଜଣାଇଛନ୍ତି । (ଏସ୍‌.କେ ସମିମ୍‌)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ରମଜାନ ଅବସରରେ ମୁସଲିମ ସମାଜକୁ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ସାଲୁୁଜାଙ୍କ ଶୁଭେଚ୍ଛା !