କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁସଲିମ ସମାଜର ସଭାପତି ତଥା ପୁର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନଙ୍କୁ ଭେଟି ସମସ୍ତ ମୁସଲମନ ଭାଇ ଓ ଭଉଣୀମାନଙ୍କୁ ରମଜାନର ଶୁଭ କାମନା ଜଣାଇଛନ୍ତି । (ଏସ୍.କେ ସମିମ୍)
ରମଜାନ ଅବସରରେ ମୁସଲିମ ସମାଜକୁ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ସାଲୁୁଜାଙ୍କ ଶୁଭେଚ୍ଛା !
