ଚାରି ଦିନରେ ରାଜ୍ୟରେ ୧୬୦୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏକ ସତର୍କ ଘଣ୍ଟି !


(୧୬/୯) ଗତ ଚାରି ଦିନ ଭିତରେ ରାଜ୍ୟରେ ମୋଟ ୧୬୦୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ପାଇଁ ଏକ ଚିନ୍ତାର ବିଷୟ । ତେବେ ଏହି ଚାରି ଦିନ ଭିତରେ ଆଜି ସର୍ବାଧିକ ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏ ଭିତରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୭୦୭ ଜଣ ଚିହ୍ନଟ ହୋଇଥିବାବେଳେ କଟକରେ ୧୪୮୦ ଜଣ ଚିହ୍ନଟ ହୋଇଥିବାବେଳେ ବରଗଡ଼ରେ ୫୮୧ ଚିହ୍ନଟ ହୋଇଛନ୍ତି । ତେବେ ସବୁଠାରୁ କମ ହୋଇଥିବା ଜିଲ୍ଲା ଭିତରେ ଦେବଗଡ଼ର ୮୨ ଜଣ ଓ ଗଜପତିର ୯୭ ଜଣ ରହିଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଚାରି ଦିନରେ ରାଜ୍ୟରେ ୧୬୦୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏକ ସତର୍କ ଘଣ୍ଟି !