ଆସନ୍ତା ମେ ମାସ ୨୦ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ରାଜ୍ୟର ୬୦ ଟି ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖା ହେବ ଓ ୨୦ ଦିନ ଭିତରେ ଖାତା ମୂଲ୍ୟାଙ୍କନ ସାରିବାକୁ ବୋର୍ଡ଼ର ଲକ୍ଷ୍ୟ ରହିଛି । ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖା କାମରେ ନିଯୁକ୍ତ ଥିଲେ ବି ଶୀଘ୍ର ଖାତା ଦେଖା ସାରିବା ପାଇଁ ବୋର୍ଡ଼ ପକ୍ଷରୁ ଅଧିକ ୬ ହଜାର ଶିକ୍ଷକ ନିଯୁକ୍ତ ହୋଇଛନ୍ତି ବୋଲି ଜଣାପଡ଼ିଛି ।
ମେ ୨୦ ରୁ ମାଟ୍ରିକ ଖାତା ଦେଖା ଆରମ୍ଭ, ୨୦ ଦିନ ଭିତରେ ମୂଲ୍ୟାଙ୍କନ ସାରିବାକୁ ବୋର୍ଡ଼ର ଲକ୍ଷ୍ୟ ।
