ଶବ ଉପରେ ମୋଟର ସାଇକେଲ ଲଦିଲା ପୋଲିସ୍‌

(୧୪/୬) ବିହାରରେ ଏକ ଅଭାବନୀୟ ଘଟଣା ଘଟିଛି । ରାଜ୍ୟର ବେଗୁସରାଇ ଜିଲ୍ଲାର ବଲିଆରେ ସଡ଼କ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବାରୁ ପୋଲିସ ସେଠାକୁ ଆସି ଶବକୁ ନେବାକୁ ଏକ ଟେମ୍ପୁ ଡାକିଥିଲା । ତେବେ ସବୁଠୁ ପରିତାପର ବିଷୟ ଯେ, ଏହି ଫଟୋରେ ଯେପରି ଦିଶୁଛି ସେହିପରି ପୋଲିସ୍ ଟେମ୍ପୁରେ ପ୍ରଥମେ ଶବକୁ ରଖି ତା ଉପରେ ମୃତକ ଶ୍ରମିକଙ୍କ ମୋଟର ସାଇକେଲକୁ ଲଦିଦେଲେ । ତେବେ ଜଣେ ବ୍ୟକ୍ତିର ଶବ ପ୍ରତି ପୋଲିସର ଏତାଦୃଶ ମନୋଭାବ ପାଇଁ ସେଠିକାର ଲୋକେ ଏହାକୁ ନେଇ ଆଲୋଚନା କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଶବ ଉପରେ ମୋଟର ସାଇକେଲ ଲଦିଲା ପୋଲିସ୍‌