ଚୀନରେ ଖ୍ରୀଷ୍ଟିୟାନଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ, ଚର୍ଚ୍ଚରୁ କୃଶ ହଟା ପ୍ରୟାସ ଜାରି !


କରୋନା ଭୂତାଣୁର ପରବର୍ତ୍ତି ଲଢେଇ ସ୍ୱରୂପ ଚୀନ ସରକାର ଚର୍ଚ୍ଚମାନଙ୍କ ଉପରେ ଲଗା ଯାଇଥିବା କୃଶକୁ ବଲପୂର୍ବକ ହଟାଇବାକୁ ନିଷ୍ପତ୍ତି ନେଇଛି । ଖ୍ରୀଷ୍ଟିୟାନମାନଙ୍କୁ ଦେଶରୁ ନିଶ୍ଚିହ୍ନ କରିବାକୁ ଏଇ ଅଭିିଯାନ ସରକାର ଚଳାଇ ଥିବା କେତେକ କହିଛନ୍ତି । ବିଗତ ଦୁଇ ବର୍ଷ ହେଲା ଚୀନର ବିଭିନ୍ନ ଅଂଚଳରେ ଖ୍ରୀଷ୍ଟିୟାନ ଧର୍ମ ବିଲୋପ ନିମନ୍ତେ ପ୍ରୟାସ ଜାରି ରହିଛି । ସରକାରଙ୍କ ଏହି କାର୍ଯ୍ୟକୁ ବିରୋଧ କରିବାରୁ ଅନେକଙ୍କୁ ଏଥିପାଇଁ ପୋଲିସ୍ ଗିରଫ ମଧ୍ୟ କରିଛି । ଗତ ଇଷ୍ଟର ସଣ୍ଡେ ଦିନ ଚୀନର କେତେକ ଅଧିକାରୀ ଚୀନର ହେନାନ ଅଂଚଳରେ ଥିବା ଝିଆଙ୍ଗ୍‌ଝିଙ୍ଗ ଡାୟୋସିସର ଏକ ଚର୍ଚ୍ଚରେ ଲାଗିଥିବା କୃଶକୁ ଭାଙ୍ଗି ଦେଇଥିଲେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଚୀନରେ ଖ୍ରୀଷ୍ଟିୟାନଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ, ଚର୍ଚ୍ଚରୁ କୃଶ ହଟା ପ୍ରୟାସ ଜାରି !