କୃଷକ ଆନ୍ଦୋଳନ ପାଇଁ ସରକାରଙ୍କ କରୋନା ଭୟ, ହେଲେ ଗୃହମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ସେ ଭୟ ନାହିଁ !

(୩୦/୧୧) ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ପାସ ହୋଇଥିବା କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କ ସମର୍ଥନରେ ଏବେ ଆନ୍ନା ହଜାରେ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି…

0 Comments

କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ କିସାନ ଆନ୍ଦୋଳନର ପ୍ରମୁଖ ସଂଗଠନ ପ୍ରତ୍ୟାଖ୍ୟାନ କଲେ !

(୨୯/୧୧) କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନିଷ୍ପତ୍ତିମାନଙ୍କ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୃଷକ ଦିଲ୍ଲୀର ଆନ୍ତରାଜ୍ୟ ସୀମାକୁ ଅବରୋଧ କରି ବିରୋଧ ପ୍ରଦର୍ଶନ କରିଛନ୍ତି । କୌଣସିମତେ ଏହି ଆନ୍ଦୋଳନକୁ ବନ୍ଦ…

0 Comments

ଆଜି ସଂକ୍ଷେପରେ…(୨୮/୧୧)

୧-ଶେଷରେ କୃଷକମାନଙ୍କୁ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦେଲେ ସରକାର । ଯେପର୍ଯ୍ୟନ୍ତ କୃଷି ଆଇନକୁ ସରକାର ପ୍ରତ୍ୟାହାର କରି ନାହାନ୍ତି, ସେପର୍ଯ୍ୟନ୍ତ ଏହାକୁ ବିରୋଧ କରାଯିବ ବୋଲି କୃଷକମାନଙ୍କ ଚେତାବନୀ ।…

0 Comments

ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ପାଇଁ ‘ସମ୍ବିଧାନ ଦିବସ’ ଉପଲକ୍ଷେ ୧୦ ଟି ସଂଗଠନ ଦ୍ୱାରା ହେଲା ‘ଭାରତ ବନ୍ଦ’ !

(୨୬/୧୧) କେନ୍ଦ୍ର ସରକାର ବିଭିନ୍ନ ସରକାରୀ ସଂସ୍ଥାଗୁଡ଼ିକର ଘରୋଇ କରଣ କରିବା ସହ ନିଜର ବନ୍ଧୁମାନଙ୍କୁ ଉପହାର ଭାବରେ ଯେପରି ଶାଗମାଛ ଦରରେ ରେଳବାଇ ଓ ବିଏସଏନଏଲ୍ ଭଳି ଲାଭଦାୟକ କମ୍ପାନୀଗୁଡ଼ିକ ଟେକି ଦେଉଛି,…

0 Comments

‘କିସ୍‌’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସରକାରଙ୍କଠୁ କୋଟି କୋଟି ଟଙ୍କାର ସୁବିଧା ନେଉଥିବା ଅଭିଯୋଗ !

(୨୬/୧୧) ‘କିସ୍‌’ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ଶ୍ରୀ ସାମନ୍ତ ବିନା ସରକାରୀ ସହାୟତାରେ ୩୦୦୦୦ ଆଦିବାସୀ ପିଲାଙ୍କୁ…

0 Comments

ନଭେମ୍ବର ୨୬ ସମ୍ବିଧାନ ଦିବସ : ଇଭିଏମ୍ ବିପକ୍ଷରେ ଦଳିତ ନେତା ଉଦିତ୍ ରାଜଙ୍କ ଦେଶବ୍ୟାପୀ ପ୍ରତିବାଦ !

(୨୫/୧୧) ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ଆଗାମୀ କାଲି ୨୬ ତାରିଖ ଦିନ ‘ସମ୍ବିଧାନ ବଂଚାଅ’ ପ୍ରତିବାଦ କରାଯିବ ବୋଲି ଡକ୍ଟର ଉଦିତ୍ ରାଜଙ୍କ ସଂଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି…

0 Comments