ଆର୍ଥୀକ ସଂକଟ ସମ୍ପର୍କରେ ଏବେଠୁ କିଛି କହି ହେବ ନାହିଁ-ଆରବିଆଇ ଗଭର୍ଣ୍ଣର

(୨୮/୭) କରୋନା ମହାମାରୀ ଯୋଗୁଁ ବିଶ୍ୱର ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପଡ଼ିଥିବାବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ, ଏହି ଆର୍ଥୀକ ମାନ୍ଦାବସ୍ଥାରୁ ଦେଶ କେବେ ଓ କିପରି ମୁକୁଳିବ ତାହା କୁହାଯାଇ ପାରିବ ନାହିଁ । ସିଆଇଆଇର ରାଷ୍ଟ୍ରୀୟ ପରିଷଦକୁ ସମ୍ବୋଧନ କରିବା ଅବସରରେ ସେ କହିଲେ ଯେ, ଏହି ଆର୍ଥୀକ ସଂକଟ ସମୟରେ ଦେଶରେ ପାଂଚୋଟି ବଡ଼ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଋଣ ଉପରେ କଣ ଆହୁରି ମୋରେଟରିୟମର ସୁବିଧା ଦିଆଯିବ କି ବୋଲି ଉଦ୍ୟୋଗପତିମାନଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆର୍ଥୀକ ସଂକଟ ସମ୍ପର୍କରେ ଏବେଠୁ କିଛି କହି ହେବ ନାହିଁ-ଆରବିଆଇ ଗଭର୍ଣ୍ଣର