ବ୍ୟାଙ୍କ ଖାତାଧାରୀ ସାବଧାନ୍‌। ଅଗଷ୍ଟରେ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ !


(୨୯/୭) ଅଗଷ୍ଟ ମାସରେ ଛୁଟି ଅଧିକ ପଡ଼ୁ ଥିବାରୁ ପ୍ରାୟ ଅଧା ମାସ ଯାଏଁ ବ୍ୟାଙ୍କ ରହିବ ବୋଲି ଜଣାପଡ଼ିଛି । ଏଥିପାଇଁ ଗ୍ରାହକମାନେ ସାବଧାନ ହୋଇ ନିଜ ବ୍ୟାଙ୍କ କାମ ସମୟ ଅନୁସାରେ ସାରି ଦେବାକୁ ପରାମର୍ଶ ଦିଆଯାଇଛି । ୧ ରେ ତାରିଖ ଦିନ ବକରି ଇଦ୍‌, ୩ ରେ ରକ୍ଷା ବନ୍ଧନ, ୧୧ ରେ ଶ୍ରୀକୃଷ୍ଣ ପଞ୍ଚମୀ, ୧୨ ରେ ନନ୍ଦୋତ୍ସବ, ୧୫ ରେ ସ୍ୱାଧିନତା ଦିବସ, ୨୧ ରେ ହରିତାଲିକା ତିଜ୍‌, ୨୨ ଗଣେଷ ଚତୁର୍ଥୀ ତଥା ଦ୍ୱିତୀୟ ଶନିବାର ଓ ୩୧ ତାରିଖରେ ଓନାମ୍ ପର୍ବ ରହି ଥିବାରୁ ମୋଟ ୮ ଟି ଛୁଟି ଦିବସ ରହିବ । ତେବେ ଏହା ସହ ଆହୁରି ୪ ଟି ରବିବାର ଓ ୧ ଟି ଦ୍ୱିତୀୟ ଶନିବାର ଭଳି ୫ ଟି ସ୍ୱାଭାବିକ ଛୁଟି ଦିବସ ରହିଥିବାରୁ ସର୍ବମୋଟ ୧୩ ଟି ଛୁଟି ଏହି ମାସରେ ରହିବ । ହେଲେ ୨୩ ତାରିଖ ରବିବାର ଥିଲେ ବି ସେହି ଦିନ ବ୍ୟାଙ୍କ ଖୋଲା ରହିବ କି ବନ୍ଦ ହେବ ଜଣା ପଡ଼ି ନାହିଁ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବ୍ୟାଙ୍କ ଖାତାଧାରୀ ସାବଧାନ୍‌। ଅଗଷ୍ଟରେ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ !