(୧୦/୬) ଲୋକଙ୍କଠୁ ପଇସା ନେଇ ସେମାନଙ୍କୁ ଶସ୍ତାରେ ସୁନା ଯୋଗାଇ ଦେବ ବୋଲି ଠକୁଥିବା ଏକ ଗ୍ୟାଙ୍ଗକୁ ବଲାଙ୍ଗୀର ସଦର ପୋଲିସ ଧରିଥିବା ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କଠୁ ନଗଦ ଅର୍ଥ, ମୋବାଇଲ ଫୋନ ଓ ସୁନା କାରବାରରେ ବ୍ୟବହୃତ ହେଉଥିବା କେତେକ ଦ୍ରବ୍ୟ ଜଗତ କରିଛି ।
ବଲାଙ୍ଗୀର ସଦର ପୋଲିସ୍ ସୁନା ଠକେଇ ଏକ ଗ୍ୟାଙ୍ଗକୁୁ ଧରିଲା
