‘ସମ୍ବିଧାନ ସଚେତନତା ଅଭିଯାନ’ ପକ୍ଷରୁ ନବରଙ୍ଗପୁରରେ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ।

(୧୪/୧୦) ସମ୍ବିଧାନର ସୁରକ୍ଷା ନିମନ୍ତେ ଜାଗରଣ ସୃଷ୍ଟି କରିବା ଲକ୍ଷରେ ‘ସମ୍ବିଧାନ ସଚେତନତା ଅଭିଯାନ’ ସଂଗଠନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ଉମରକୋଟଠାରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କରୋନା ସମ୍ବନ୍ଧିତ ଥିବା…

0 Comments

୮୪ ବର୍ଷ ବୟସ୍କ ଝାରଖଣ୍ଡର ମାନବାଧିକାର କର୍ମୀ ଫାଦର ଷ୍ଟେନ୍ ସ୍ୱାମୀଙ୍କୁ ମୁକ୍ତ କରିବାକୁ ବିଭିନ୍ନ ମହଲର ଦାବୀ !

(୧୪/୧୦) ଗତ କିଛିଦିନ ତଳେ ଝାରଖଣ୍ଡର ନିଜ ବାସଭବନରୁ କେନ୍ଦ୍ର ସରକାରଙ୍କ ୮୪ ବର୍ଷ ବୟସ ଫାଦ ଷ୍ଟେନ୍ ସ୍ୱାମୀଙ୍କୁ ଏନ୍‌ଆଇଏର ପୋଲିସ୍ ଗିରଫ କରିଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀଗ୍ର…

0 Comments

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୦ ଲକ୍ଷ ଟଙ୍କାର ବଣ୍ଡ୍ ଦେବାକୁ ନୋଟିସ୍ ଜାରି କଲା ମୁମ୍ବେ ପୋଲିସ !

(୧୪/୧୦) ପାଲଘରରେ ସାଧୁଙ୍କ ହତ୍ୟା ଓ ବାନ୍ଦ୍ରାର ଦାଦନଙ୍କ ମାମଲାକୁ ନେଇ ସାମ୍ପ୍ରଦାୟିକ ସଦଭାବନାକୁ ଆଘାତ ପହଂଚାଇବା ଭଳି ମନ୍ତବ୍ୟ ଦେଇଥିବାରୁ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବେ ପୋଲିସ୍ କାରଣ…

0 Comments

ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କୁମାର କରଙ୍କୁ ଗାର୍ଡ଼ ଅଫ୍ ଅନର ଦିଆ ନଯିବାରୁ କ୍ଷୋଭ ପ୍ରକାଶ କଲେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ।

(୧୪/୧୦) ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ବିଶିଷ୍ଟ ସଂରକ୍ଷକ ତଥା ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ବିୟୋଗରେ ସମଗ୍ର ଓଡ଼ିଶା ଏକ ଯଶସ୍ୱୀ ବ୍ୟକ୍ତିଙ୍କୁ ହରାଇଛନ୍ତି । କିନ୍ତୁ ଏହିଭଳି ଜଣେ…

0 Comments

କୋଇଲା ଖଣି ଘୋଟାଲା ମାମଲାରେ ଦିଲିପ ରାୟ ଦୋଷୀ ସାବ୍ୟସ୍ତ, ଆଜୀବନ କାରାଦଣ୍ଡ ସପକ୍ଷରେ ସିବିଆଇ !

(୧୪/୧୦) ୧୯୯୯ ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କୋଇଲା ମନ୍ତ୍ରୀ ଥିବାବେଳେ ଝାରଖଣ୍ଡର ଗିରିଡିହିର ୧୦୫.୧୦୩ ହେକ୍ଟର ପରିସୀମାରେ ଥିବା ପରିତ୍ୟକ୍ତ କୋଇଲା ଖଣିକୁ ବେଆଇନ ଭାବେ ଏକ କମ୍ପାନୀକୁ ପ୍ରଦାନ କରିଥିବା…

0 Comments

ହାଥରସ୍‌ର ପୀଡ଼ିତାଙ୍କ ପରିବାରକୁ ମିଳିଲା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ସୁପ୍ରିମକୋର୍ଟକୁ ଜଣାଇଲେ ସରକାର !

(୧୪/୧୦) ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ ହାଥରସ୍‌ର ଦଳିତ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ କରିବାକୁ ହୋଇଥିବା ଆବେଦନକୁ ନେଇ ଉତ୍ତରପ୍ରଦେଶ ସରକାର କୋର୍ଟକୁ ଜଣାଇଛନ୍ତି ଯେ, ପୀଡ଼ିତାଙ୍କର ପରିବାରକୁ ତ୍ରିସ୍ତରୀୟ ସୁରକ୍ଷା…

0 Comments