।। ଅସ୍ତ୍ର ।। (କବିତା)

ଡଃ.ବାସନ୍ତୀ ମହାନ୍ତି, ଭୁବନେଶ୍ୱର କେତେ ଆଉ ଭିଜୁଥିଵା ସିଝୁଥିବାଦ୍ରୌପଦୀ ମାନଙ୍କ ର ଲୁହ ଓ କୋହରେ ?ଆସ ଆମେ କରିଦେବା ଆଖିକୁ କାଚ ବୁକୁକୁ ପଥର ।ଆଉ ଗଡିବ ନାହିଁ ଲୁହ କି ଝରିବ…

0 Comments

ସୀମାନ୍ତର ଗୀତ (କବିତା)

- ସବ୍ୟସାଚୀ ବିଷୋୟୀ କଣ୍ଟାମାଳ (ନବରଙ୍ଗପୁର)ମୋ - 9348338676 ଶୁଣ କବିସୀମା ବି ଗାଉଥିଲା ଗୀତତା ଗୀତରେମୃଦଙ୍ଗର ନାଦ କରୁଥିଲା ବୋମାଗୁଳିରେ ଶୁଭୁଥିଲା ତବଲାର ଝଙ୍କାରଗୀତର ଅନ୍ତଃସ୍ବର ଥିଲା ବଳିଦାନ…ଆଉ ଗାଉଥିଲାସଂଗ୍ରାମ କର ସଂଗ୍ରାମ…

0 Comments

ll ପର୍ବ ll (କବିତା)

ରାଜଶ୍ରୀ ମହାପାତ୍ର, ଭୁବନେଶ୍ୱର । ଜନମ ମରଣଏଠି ଦୁଇକୂଳମଝିରେ ପ୍ରଖର ସ୍ରୋତ,ଜୀବନ ବହୁଛିଜୁଆର ଉଠୁଛିଭେଟିବ ବିଷମ ଗଣ୍ଡ ।ଉଷାର ଆଲୋକ ସ୍ୱାଗତ କରିବକାଳରାତ୍ରି କଟିଯିବ ,ନୂତନ ଲୋକରେଦିବ୍ୟ ଚେତନାରେକାୟା ଛାୟା ମିଶିଯିବ । ହୃଦୟ…

0 Comments

କୋଭିଡ୍ ହସପିଟାଲରେ ଉପଯୁକ୍ତ ସେବା ଦାବି କରି ନବରଙ୍ଗପୁରରେ ସାମ୍ବାଦିକ ସଂଘର ଧାରଣା।

(୧୨/୧୦) କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ସହ ଭେଣ୍ଟିଲେଟର ର ବ୍ୟବସ୍ଥା ସାଙ୍ଗକୁ ଆମ୍ବୁଲାନ୍ସ ସେବା ଶୀଘ୍ର ଯୋଗାଇ ଦେବା ଭଳି ବିଭିନ୍ନ ଦାବି ନେଇ ଆଜି ନବରଙ୍ଗପୁର ଉପ ଜିଲ୍ଲାପାଳ…

0 Comments

ବଲାଙ୍ଗୀର ଜିଲ୍ଲାରେ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ : ଲୋଇସିଂହାରେ ବିଜେଡି ଯୁବ ବ୍ରିଗେଡ୍‌ଙ୍କୁ ସମ୍ବର୍ଦ୍ଧନା ଓ ସମ୍ମିଳନୀ

(୧୨/୧୦) କିଛି ଦିନ ପୂର୍ବରୁ ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳର ସଂଗଠନକୁ ପୁନଃର୍ଗଠନ କରାଯାଇ ଯୁବକ ମାନଙ୍କ ହାତରେ ଜିଲ୍ଲା ବିଜେଡି ଭାଗ୍ୟ ନିର୍ଦ୍ଧାରଣ ଦାୟୀତ୍ୱ ଅର୍ପଣ କରାଯାଇଛି । ବହୁଦିନ ଧରି…

0 Comments

ଜନସାଧାରଣ ସାବଧାନ୍ : ରାଜ୍ୟର ବହୁ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ନାମରେ ସୋସିଏଲ ମିଡିଆରେ ମିଥ୍ୟା ଆକାଉଣ୍ଟ !

(୧୨/୧୦) ରାଜ୍ୟର ବହୁ ଆଇଏଏସ୍‌, ଆଇପିଏସ୍ ସମେତ ବହୁ ହାଇ ପ୍ରୋଫାଇଲ ନେତାଙ୍କ ନାମରେ ମିଥ୍ୟା ଆକାଉଣ୍ଟ ଖୋଲା ଯାଇଥିବା ଜଣାପଡ଼ିଛି । ଏଥିପାଇଁ ଜନସାଧାରଣ ଆଗରୁ ସାବଧାନ ନ ହେଲେ ଅସୁବିଧାରେ ପଡ଼ିବାର…

0 Comments