ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ‘ରାଷ୍ଟ୍ରୀୟ ମହିଳା ଆୟୋଗ’ ଅଧ୍ୟକ୍ଷାଙ୍କ ଭୂମିକାକୁ ନେଇ ସମାଲୋଚନା !

(୦୪/୧୦) ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ନିରପେକ୍ଷ ତଦନ୍ତ କରିବା ସହ ସେମାନଙ୍କ ସପକ୍ଷରେ ଛିଡ଼ା ହେବା ଲାଗି ‘ରାଷ୍ଟ୍ରୀୟ ମହିଳା ଆୟୋଗ’ ଗଠନ କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ…

0 Comments

ଶାରୀରିକ ସମ୍ପର୍କ ପରେ ପ୍ରେମିକାଙ୍କୁ ପ୍ରତାରଣା ଅଭିଯୋଗରେ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଗିରଫ !

(୦୪/୧୦) ଗତକିଛି ବର୍ଷ ହେଲା ଫେସବୁକରେ ଜଣେ ଯୁବତୀଙ୍କ ସହ ଡାକ୍ତର ତପନ କୁମାର ଶତପଥୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଡାକ୍ତର ଶତପଥୀ ଉକ୍ତ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ…

0 Comments

ଦେଶରେ କରୋନା ମାମଲା ସଂଖ୍ୟା ୬୫ ଲକ୍ଷ ଓ ମୃତ୍ୟୁଂସଖ୍ୟା ୧ ଲକ୍ଷକୁ ଟପିଲା, ରାଜ୍ୟରେ ୩୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ।

(୦୪/୧୦) ଗତକାଲି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷକୁ ଟପିଥିବାବେଳେ ଆଜି କରୋନା ମାମଲା ସଂଖ୍ୟା ୬୫,୪୯,୩୭୩ ହୋଇଛି । ଦେଶରେ ଆଜି ୭୫,୮୨୯ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୯୪୦ ଜଣ…

0 Comments

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ବିବାଦୀୟ ମନ୍ତବ୍ୟ : ଦଳିତଙ୍କ ଉପରେ ଅତ୍ୟାଚାର ଜାରି ରହିବ !

(୦୪/୧୦) ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ମୃତ୍ୟୁ ଓ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସହଯୋଗରେ ପୋଲିସ-ପ୍ରଶାସନ ମିଶି ଯେପରି ଅତ୍ୟାଚାର କଲେ ତା ବିରୁଦ୍ଧରେ ଚାରିଆଡ଼େ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ କେନ୍ଦ୍ରମନ୍ତ୍ରୀ…

0 Comments

ଆଜି ସଂକ୍ଷେପରେ…(୦୪/୧୦)

୧-ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିବାବେଳେ ପ୍ରିୟଙ୍କାଙ୍କୁ ପୀଡ଼ିତାଙ୍କ ମାଆ କୁଣ୍ଢେଇ ଧରି ପକାଇ କାନ୍ଦି ପକାଇଲେ । ପ୍ରିୟଙ୍କା ଓ ରାହୁଳ କହିଲେ, ଉତ୍ତରପ୍ରଦେଶ ସରକାର…

0 Comments