ଆସାମ୍ ପୋଲିସ୍‌ ସବ-ଇନସ୍ପେକ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିଜେପି ନେତା ଗିରଫ।

(୦୧/୧୦) ଆସାମ୍ ପୋଲିସ୍‌ର ୫୮୭ ସବ-ଇନସ୍ପେକ୍ଟର ପଦବୀ ପାଇଁ ସେପ୍ଟେମ୍ବର ୨୦ ତାରିଖ ଦିନ ହେବାକୁ ଥିବା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହି ଘଟଣାରେ ବିଜେପି…

0 Comments

ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତା ପରିବାରକୁ ଭେଟିଯିବା ରାସ୍ତାରେ ରାହୁଳ ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ ପୋଲିସର ଟଣାଓଟରା !

(୦୧/୧୦) ଦୁଇଦିନ ତଳେ ଉତ୍ତରପ୍ରଦେଶର ହାଥରସ୍‌ର ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ଦେଶସାରା ବିରୋଧ ପ୍ରଦର୍ଶନ କରାଯାଉଥିବାବେଳେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଅନେକ ରାଜନୈତିକ ଦଳ ସମେତ ବିଭିନ୍ନ ବର୍ଗର ଲୋକେ ଭେଟିବାକୁ ଚାହୁଁଛନ୍ତି…

0 Comments

ଆଜି ରାଜ୍ୟରେ ୩୬୧୫ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୨,୨୨,୭୩୪ ହେଲା ।

(୦୧/୧୦) ଆଜି ରାଜ୍ୟରେ ୩୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ଆକ୍ରାନ୍ତଙ୍କ ଭିତରେ ୨୧୧୮ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ…

0 Comments

ଉତ୍ତରପ୍ରଦେଶରେ ଆଉ ୩ ଟି ଦୁଷ୍କର୍ମ ଘଟଣା, ବର୍ବରୋଚିତ ଗଣଦୁଷ୍କର୍ମ ପରେ ଦଳିତ ଛାତ୍ରୀ ମୃତ !

(୦୧/୧୦) ଉତ୍ତରପ୍ରଦେଶର ହଥରସର ୧୯ ବର୍ଷର ଝିଅ ନିଜ ମାଆ ସହ ବିଲକୁୁ ଘାସ କାଟିବାକୁ ଯାଇଥିବାବେଳେ ତାଙ୍କୁ ଅପରାଧୀମାନେ ଅପହରଣ କରି ନେଇ ଗଣଦୁଷ୍କର୍ମ କରି ତାଙ୍କ ସହ ଯେପରି ବର୍ବରୋଚିତ ବ୍ୟବହାର…

0 Comments