ଜାନୁୟାରୀରୁ ଦୈନିକ ୪୦୦ କରୋନା ଆକ୍ରାନ୍ତ ରାଜ୍ୟରେ ମରିବେ ବୋଲି କହିଲା ୱାସିଂଟନ୍‌ର ଏକ ଗବେଷଣା କେନ୍ଦ୍ର !

(୨୦/୯) ସ୍ୱାସ୍ଥ୍ୟ ଉପରେ ଗବେଷଣା କରୁଥିବା ୱାସିଂଟନ୍ ବିଶ୍ୱବିଦ୍ୟାଳୟର ‘ଇନଷ୍ଟିଚ୍ୟୁଟ୍ ଫର୍ ମେଟ୍ରିକ୍ସ ଏଣ୍ଡ ଇଭାଲ୍ୟୁସେନ୍‌’ ଅନୁଷ୍ଠାନ ପ୍ରକାଶ କରିଛି ଯେ, ଜାନୁୟାରୀ ୧ ତାରିଖ ଭିତରେ ରାଜ୍ୟରେ ୧୧୦୦୦ ଲୋକଙ୍କର ମୃତ୍ୟୁ ହେବ।…

0 Comments

ସଂସଦରେ ବିଜେପିକୁ କୃଷି ବିଲ୍ ପାସ କରାଇବାରେ ବିଜେଡି ସହଯୋଗ କରିଥିବା କଂଗ୍ରେସ ଆକ୍ଷେପ କଲା !

(୨୦/୯) କୃଷକ ମାନଙ୍କର ବହୁ ପ୍ରତିବାଦ ସତ୍ତ୍ୱେ ବହୁ ଚର୍ଚ୍ଚିତ କୃଷି ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାସ୍ ହୋଇଯାଇଛି । ଏହାକୁ ନେଇ ମନ୍ତ୍ରୀ ହରସିମରନ୍ କୌର ମନ୍ତ୍ରୀ ପଦରୁ ଇସ୍ତଫା…

0 Comments

ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୦୦ କୁ ଟପିଲା, କଟକରେ ୫୪୯ ।

(୨୦/୯) ଆଜି ରାଜ୍ୟରେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଦିନକରେ ୪୩୩୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ କଟକର…

0 Comments

ଆମେ ଖବର ପ୍ରକାଶ କଲା ପରେ ୬୦ ବର୍ଷର ବୃଦ୍ଧଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଡିଓ

(୨୦/୯) ଭଙ୍ଗା କୁଡ଼ିଆ ଭିତରେରେ ପଡ଼ି ରହିଥିବା ଅସହାୟ ବୃଦ୍ଧଙ୍କୁ ସହାୟତାର ହାତ ବଢ଼େଇଲେ ତେନ୍ତୁଳିଖୁଣ୍ଟି ବିଡିଓ ଅକ୍ଷମିତା କାର୍ତ୍ତିକ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗ୍ରାମର ଏକ ୬୦ ବର୍ଷୀୟ ବୃଦ୍ଧ…

0 Comments