ଆଇଏଏସ୍‌ ସ୍ତରରେ ଅଦଳବଦଳ: ମୟୁରଭଞ୍ଜ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରଣା ହେଲେ ବଲାଙ୍ଗୀର ଜିଲ୍ଲାପାଳ

(୦୯/୯) ସରକାର ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରି କେତେ ଜଣଙ୍କୁ ପଦୋନ୍ନତି ମଧ୍ୟ ଦେଇଥିବା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ସୂଚନା ଦେଇଛି । ୨୦୦୭ ବ୍ୟାଚର ଆଇଏଏସ୍ ଅଧିକାରୀ ତଥା…

0 Comments

ନ୍ୟୁଜ ଚ୍ୟାନେଲର ମିଛ ଧରା ପଡ଼ିଲା, ରିୟା ଚକ୍ରବର୍ତ୍ତୀ ଡ୍ରଗ୍‌ସ ସେବନ କରୁଥିବା ମାନି ନାହାନ୍ତି !

(୦୯/୯) କେତେକ ନ୍ୟୁଜ ଚ୍ୟାନେଲ ଏଙ୍କର ଗତକାଲି ବିଳମ୍ବିତ ସମୟଯାଏଁ ରଡ଼ୁଥିଲେ ଯେ ରିୟା ଚକ୍ରବର୍ତ୍ତୀ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଗରେ ଡ୍ରଗ୍‌ସ ସେବନ କରୁଥିବା ମାନି ଯାଇଛନ୍ତି ବୋଲି । ସେମାନେ ଏହା…

0 Comments

ରାମ ମନ୍ଦିର ନିର୍ମାଣ ପାଇଁ ସଂଗୃହୀତ ୧୪୦୦ କୋଟି ଟଙ୍କା ବିଜେପି ଖାଇଗଲା ବୋଲି ସାଧୁସନ୍ଥଙ୍କ ଅଭିଯୋଗ !

(୦୯/୯) ରାମମନ୍ଦିର ନିର୍ମାଣ କରିବାକୁ ଦେଶସାରା ରଥଯାତ୍ରା କରି ଲୋକଙ୍କଠୁ ସଂଗ୍ରହ କରିଥିବା ୧୪୦୦ କୋଟି ଟଙ୍କା ବିଜେପି ଖାଇଗଲା ଓ ତାର ହିସାବ ଦେବାକୁ ପଛଘୁଞ୍ଚା ଦେଉଛି ବୋଲି ଏହି ଆନ୍ଦୋଳନର ପୁରୋଧାମାନେ…

0 Comments

୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନାମ ମନୋନୟନ କମିଟିକୁ ଗଲା !

(୦୯/୯) ଇସ୍ରାୁୟେଲ ଓ ୟୁନାଇଟେଡ୍ ଆରବ ଏମିରେଟସ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଉଦ୍ୟମ ଯୋଗୁଁ ତାଙ୍କ ନାମକୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ନରୱେ ପାର୍ଲିଆମେଣ୍ଟର…

0 Comments

ଆଉ ଏକ ଲଜ୍ଜା : ଦିଲ୍ଲୀରେ ୯୦ ବର୍ଷର ବୃଦ୍ଧାକୁ ୩୩ ବର୍ଷର ଯୁବକର ବଳପୂର୍ବକ ଦୁଷ୍କର୍ମ ଓ ମାଡ଼ପିଟ !

(୦୯/୯) ଦେଶରେ ନା ତ ୬ ମାସର ଛୁଆ ସୁରକ୍ଷିତ ଅଛି, ନା ତ ୯୦ ବର୍ଷର ବୃଦ୍ଧା ସୁରକ୍ଷିତ ଅଛି । ଏକ ହୃଦୟ ବିଦାରକ ଘଟଣା କ୍ରମରେ ଜଣେ ୯୦ ବର୍ଷର…

0 Comments

କଙ୍ଗନା ରଣାୱତଙ୍କ ସମ୍ପତ୍ତିକୁ ବ୍ରିିହାନମୁମ୍ବେ ମ୍ୟୁନିସିପାଲ କର୍ପୋରେସନ ଭାଙ୍ଗିଲା !

(୦୯/୯) ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ହତ୍ୟା ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କେନ୍ଦ୍ର ତାଙ୍କୁ ୱାଇ ଶ୍ରେଣୀ…

0 Comments