୩ ଦିନର ପଚରାଉଚରା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

(୦୮/୯) ଘଟଣାରେ ଅଭିଯୁକ୍ତ ଅନ୍ୟମାନଙ୍କ ବିବୃତି ଓ ହ୍ୱାଟସଆପ୍ ଚାଟକୁ ଭିତ୍ତି କରି ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ କୁହାଯାଇଛି । ଏହା ସହ ଏ ଘଟଣାରେ ୧୦…

0 Comments

କହ୍ନୈୟା କୁମାରଙ୍କ ନାଗରିକତା ଅଧିକାର ମାମଲାରେ ଆବେଦନକାରୀଙ୍କୁ ୨୫୦୦୦ ଟଙ୍କା ଜୋରିମାନା କଲେ ହାଇକୋର୍ଟ

(୦୮/୯) ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି କହ୍ନୈୟା କୁମାରଙ୍କ ନାଗରିକତା ଅଧିକାର ସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆବେଦକଙ୍କୁ ୨୫୦୦୦ ଟଙ୍କା ଜୋରିମାନା…

0 Comments

ଓଡ଼ିଶାରୁ ପୁଣି ‘ଶ୍ରମିକ ସ୍ପେସାଲ୍ ଟ୍ରେନ’ ଚଳାଇବାକୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀଙ୍କୁ ଅନୁରୋଧ କଲେ

(୦୮/୯) ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ପୁଣି ଶ୍ରମିକ ଟ୍ରେନ ଚଳାଇବାକୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରୀ ପିୟୁସ ଗୋୟଲଙ୍କୁ ଅନୁରୋଧ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ବାସ କରୁଥିବା ଅନେକ ପ୍ରବାସୀ ଓଡ଼ିଆ…

0 Comments

କୋର୍ଟକୁ ବିଜେପି ନେତାମନ୍ତ୍ରୀଙ୍କ ଭାରୀ ଡର, ବିଚାରପତିଙ୍କ ରାୟ ପୂର୍ବରୁ ଆପଣାଛାଏଁ ଦୋଷୀ ସାବ୍ୟସ୍ତ !

(୦୮/୯) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରାପ୍ପା ସରକାର ଭାରତୀୟ ଜନତା ପାର୍ଟିର ନେତାଙ୍କ ନାମରେ ଥିବା ଅନ୍ତତଃପକ୍ଷେ ୬୨ ଟି ମାମଲାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ‘ଦ ୱେୟର୍‌’ ପ୍ରକାଶ କରିଛି…

0 Comments

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨ ଓ ଦେଶରେ ୪୨,୮୦,୪୪୨ ହେଲା !

(୦୮/୯) ଦିନକୁ ଦିନ କରୋନା ସ୍ଥିତି ଉଭୟ ରାଜ୍ୟ ଓ ଦେଶରେ ସଙ୍ଗୀନ ଆଡ଼କୁ ଗତି କରିବାରେ ଲାଗିଛି । ଗତକାଲି ରାଜ୍ୟରେ ରେକର୍ଡ଼ ସଂଖ୍ୟକ ୩୮୬୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ…

0 Comments

ତାଇଫୁନ-୧୦ ଆସିବାରୁ ଜାପାନ ଓ ଦକ୍ଷିଣ କୋରିଆରେ ଲକ୍ଷଲକ୍ଷ ଲୋକ ଘର ଛାଡ଼ିଲେ

(୦୮/୯) ଦକ୍ଷିଣ କୋରିଆ ପାଣିପାଗ ବିଭାଗର ସୂଚନାନୁଯାୟୀ ତାଇଫୁନ-୧୦ ଉଲସାନ ସହର ପାଖରେ ମାଡ଼ ହୋଇଛି । ଏହା ତୃତୀୟ ଥର ପାଇଁ ଲଗାତାର ଆସିଛି, ଯାହାକି କୋରିଆ ଉପଦ୍ୱୀପରେ ୧୯୪୫ ରୁ ଏଯାଏଁ…

0 Comments