ଗଣେଷ ପୂଜା ଓ ନୂଆଁଖାଇ ଅବସରରେ ବଲାଙ୍ଗୀରରେ ଜାରି ହେଲା କଟକଣା !

(୧୪/୮) ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗଣେଷ ପୂଜା ଓ ନୂଆଁଖାଇ ଉପଲକ୍ଷେ ଅଗଷ୍ଟ ୨୧ ରୁ ୨୪ ତାରିଖଯାଏଁ ଜିଲ୍ଲାରେ କଟକଣା ଜାରି କରିଛନ୍ତି । ଏହି…

0 Comments

‘ରାଷ୍ଟ୍ରହିତ’ ପାଇଁ ଜୟ ଶାହ ଓ ଗାଙ୍ଗୁଲିଙ୍କୁ ବିସିସିଆଇରେ ଅଧିକ ଦିନ ରଖିବାକୁ କୋର୍ଟରେ ଆବେଦନ !

(୧୪/୮) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ଅର୍ଥାତ ବିସିସିଆଇ ରାଷ୍ଟ୍ରୀୟ କ୍ରୀଡ଼ାର ଏକ ବିଶେଷ କମିଟି ଭାବରେ ମର୍ଯ୍ୟାଦା ରଖି ଆସିଛି । କିନ୍ତୁ ଏହାର ସଚିବ ଜୟ ଶାହ ଓ ସଭାପତି ସୌରଭ…

0 Comments

ଅନାସ୍ଥା ପ୍ରସ୍ତାବରେ ଜିତିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ‌!

(୧୪/୮)ଗୋଟିଏ ମାସ ହେଲା ରାଜସ୍ଥାନର ବହୁ ଚର୍ଚ୍ଚିତ ରାଜନୈତିକ ସଙ୍କଟର ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜସ୍ଥାନ ବିଧାନସଭାରେ ଆଜି ହୋଇଥିବା ଅନାସ୍ଥା ଭୋଟରେ ଗେହଲୋତ ସରକାର ଜିତି ଯାଇଛନ୍ତି । କଂଗ୍ରେସର ରାଜ୍ୟ…

0 Comments

ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ପାଇଁ ସମ୍ବିତ ପାତ୍ର ଓ ଟେଲିଭିଜନ କର୍ତ୍ତୃପକ୍ଷଙ୍କ ନାମରେ ଏକାଧିକ ଥାନାରେ ଏତଲା !

(୧୪/୮)ଟେଲିଭିଜନ ଚ୍ୟାନେଲର ବିତର୍କରେ ଭାଗ ନେବା ପରେ ପରେ କଂଗ୍ରେସ ପ୍ରବକ୍ତା ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ଘଟଣା ଏବେ ଜୋର ଚର୍ଚ୍ଚା ଧରିଛି । ସ୍ୱର୍ଗତ ତ୍ୟାଗୀଙ୍କ ପତ୍ନୀ ଏକ ଭିଡିଓରେ ବିଜେପି ପ୍ରବକ୍ତା…

0 Comments

ଆଜି ସଂକ୍ଷେପରେ… (୧୪/୮)

୧-ଓଡ଼ିଶାର ୩ ପୋଲିସ ସବ୍‌ ଇନ୍‌ସ୍ପେକ୍ଟର ପାଇବେ କେନ୍ଦ୍ର ଗୃହମନ୍ତ୍ରୀ ପଦକ,ପେସାଦାର ପ୍ରବୃତ୍ତି ଓ ଉତ୍ସର୍ଗୀକୃତ ସେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । ୨-ଦେଶର ପ୍ରଥମ ଘରୋଇ ରକେଟ ଇଞ୍ଜିନ ‘ରମଣ’ ର ପରୀକ୍ଷଣ ସଫଳ…

0 Comments

ବାଣିଜ୍ୟ କର ବିଭାଗ ପକ୍ଷରୁ କଂଟାବାଞ୍ଜି ସହରରେ ଚଢାଉ ।

(୧୪/୮) ବଲାଙ୍ଗିର ବାଣିଜ୍ୟ କର ବିଭାଗ ପକ୍ଷରୁ କଂଟାବାଞ୍ଜି ସହରରେ ଥିବା ବିଭିନ୍ନ ଗୋଦାମ ଗୃହ ତଥା ଟ୍ରାନ୍ସପୋର୍ଟ ମାନଙ୍କ ଉପରେ ଚଢାଉ ଜାରି ରହିଛି । କଷ୍ଟମ ଏଣ୍ଡ ଗୁଡ୍ସ ପରିବହନ ବିଭାଗର…

0 Comments