୫ ବର୍ଷର ଅପହୃତ ବାଳକକୁ ଛାଡ଼ି ଦେବାକୁ ୩୦ ଲକ୍ଷ ଟଙ୍କା ଦାବୀ !

(୦୮/୮) ଉତ୍ତର ପ୍ରଦେଶରେ ଦିନକୁ ଦିନ ଅପରାଧ ମୂଳକ କାର୍ଯ୍ୟ ବଢ଼ିବାରେ ଲାଗିଛି । ଏପରିକି ଅପରାଧିମାନେ ଆଉ କାହାକୁ ଭୟ ମଧ୍ୟ କରୁ ନଥିବା ଲୋକେ ଭାବିଲେଣି । ଏହି କ୍ରମରେ ମୋରାଦାବାଦଠାରେ…

0 Comments

ଟିକ୍‌ଟକ୍‌ ସହ ଆମେରିକାରେ କାରବାର ନିଷିଦ୍ଧ କରିବା ଆଦେଶରେ ଟ୍ରମ୍ପ କଲେ ଦସ୍ତଖତ !

(୦୮/୮) ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଏକ ଆଦେଶ ଜାରି କରିଛନ୍ତି ଯାହା ଫଳରେ କି କୌଣସି ଆମେରିକୀୟ କମ୍ପାନୀ ବା ନାଗରୀକ ଯିଏ ଟିକଟକ୍‌ର ଭିଡିଓ ସେଆର୍ କରୁଥିବା ବାଇଟ୍‌ଡେନ୍ସ ସହ ୪୫…

0 Comments

ଓଡ଼ିଶାରେ ଖୁସିର ଲହରି : ଓ୍ବିଙ୍ଗ‌ କମାଣ୍ଡର ନିଖିଳ ରଥ ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା ପାଇଁ ମନୋନୀତ

(୦୮/୮) ବଲାଙ୍ଗୀରର ସୁପୁତ୍ର ଓ୍ବିଙ୍ଗ କମାଣ୍ଡର ନିଖିଳ ରଥ ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ‘ଗଗନଯାନ’ ପାଇଁ ମନୋନୀତ ହୋଇଥିବା ଜଣାପଡ଼ିଛି। ଏହି ମିଶନ୍‌ ପାଇଁ ତାଙ୍କ ନାମ ସର୍ଟଲିଷ୍ଟ…

0 Comments

ମଶାଣୀ ମୋହ (କବିତା)

-ବାସୁଦେବ ସୁନାନୀ ଖାଲିମଶାଣୀଟିଏ ଲୋଡା ବୋଲିଧପାଲି ଚାଲିଛି ଏତେ ଦୂର !ସବୁ ଜାଗାମଶାଣୀ ହୋଇପାରେନାଏ କଥା କାହାକୁ ଅଜଣା ?ଏ ହାତ ସେଇଠିବି କୁଟୁଥିଲାଏ ପାଦ ଏଇଠିବି ଉଠିବଏ ପେଟ ସେଇଠି ବି ଜଳୁଥିଲାଏ…

0 Comments

।। ଆଉ କେତେ ଦିନ ।। (କବିତା)

-ରାଜଶ୍ରୀ ମହାପାତ୍ର, ଭୁବନେଶ୍ୱର ହୃଦୟ ତନ୍ତ୍ରୀକୁଥରାଇ ନିର୍ଭୟାମୁହଁ ପୋତି ଫେରିଯାଏ ,ଅବା ବଞ୍ଚିରହିଅବାଞ୍ଛିତ ହୋଇଲହୁ ଲୁହାଣ ସେ ହୁଏ । ସଗର୍ବେ ବଖାଣୁନାରୀ ପରାକାଷ୍ଠାମାତୃଭୂମି ମାତୃଭାଷା ,ପ୍ରତିଟି ମୁହୂର୍ତ୍ତେସେ ଏଠି ଲାଞ୍ଛିତାଏହା କି ଅଛପା…

0 Comments

ମୋ ଭୋକର ଭୂଗୋଳ (କବିତା)

-ଜସ୍ମିନ ଗିରି, ଭୁବନେଶ୍ୱର ସଞ୍ଜ ଆସେଅନ୍ଧାର ନେଇରାତି ଆସେ ଜହ୍ନକୁ ନେଇମୋ କୁଡିଆ ତଳେଭୋକର ଭୂଗୋଳଘୁରିବୁଲେ ସେମୋ ଶୀତଳ ଚୁଲି ତଳେ। କିଶ ବା ଦୋଷ ମୋରଲକ୍‌ଡାଉନ୍ ରେ ହାତକୁ ନାହିଁ କାମ ମୋର……ପେଟକୁ…

0 Comments