କାଜୁ ବଗିଚାରୁ ଅଚିହ୍ନା ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର।

(୨୧/୭) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଓଲମା ଗ୍ରାମର କାଜୁ ବଗିଚା ଠାରେ ଏକ ଅଚିହ୍ନା ଯୁବକର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି।ଜଣେ ଅଚିହ୍ନା ଯୁବକର ଶବକୁ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖି…

0 Comments

ସାବତ ମାଁକୁ ତଣ୍ଟି ଚିପି ହତ୍ୟା କଲା ସାବତ ପୁଅ

(୨୧/୭) ନବରଙ୍ଗପୁର ସହର ସ୍ଥିତ ସ୍ଥାନୀୟ ଗାଦବାଗୁଡା ଠାରେ ଘରେଇ କଳିରୁ ସାବତ ମାଁକୁ ହତ୍ୟା କଲା ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର। ସାବତ ମାଁକୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିବା ବାପା ଶ୍ରୀଧର…

0 Comments

ଗଜପତି ଜିଲ୍ଲା କୋଭିଡ ହସ୍ପିଟାଲ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ଦେହାନ୍ତ

(୨୧/୭) ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କରୁଣାକର ରାଇକା ଙ୍କ ଦେହାନ୍ତ ହୋଇଯାଇଛି । ସେ ଗଜପତି କୋଭିଡ ହସ୍ପିଟାଲ ଦାୟିତ୍ୱ ରେ ଅନେକ ଦିନ ଧରି…

0 Comments

ଆଜି ସଂକ୍ଷେପରେ…(୨୧/୭)

୧-ପୁଣି ବଢିଲା ଡିଜେଲ ଦର, ଭୁବନେଶ୍ୱର ରେ ୧୨ ପଇସା ବଢ଼ି ୭୯.୭୩ ଟଙ୍କା ଛୁଇଁଲା । ରାଷ୍ଟ୍ରାୟତ୍ତ ସଂସ୍ଥା ଇଣ୍ଡିଆନ ଅଏଲ ପକ୍ଷରୁ ସୂଚନା ।*୨-ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ…

0 Comments