ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇ ବୋଲେରୋ ସହ ଧକ୍କା, ସ୍ୱାମୀ ମୃତ ।

(୨୬/୬) ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶାସନଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକଙ୍କ ନାମ ଟେମରାଜ ହରିଜନ ବୋଲି ଚିହ୍ନଟ ହୋଇଛି…

0 Comments

ତୁଳସୀ, ଅଶ୍ୱଗନ୍ଧାକୁ କରୋନାର ଔଷଧ କହି ବାବା ଠକୁଥିବା ଅଭିଯୋଗ !

(୨୬/୬) ବାବା ରାମଦେବ ଲୋକଙ୍କୁ ଲଗାତାର ଠକୁଥିବା ଅଭିଯୋଗ ହେଲାଣି । ଉତ୍ତରାଖଣ୍ଡର ଆୟୁର୍ବେଦିକ ବିଭାଗର କହିବାନୁଯାୟୀ ପତଞ୍ଜଳିକୁ କେବଳ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ କିଛି ଔଷଧ ଜାତୀୟ ଦ୍ରବ୍ୟ…

0 Comments

ନବରଙ୍ଗପୁରରେ ୧୨ ଜଣ ଡକାୟତ ଗିରଫ, ପିସ୍ତଲ ସହ ଅନେକ ମାରଣାସ୍ତ୍ର ଜବତ ।

(୨୬/୬) ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଂଚଳର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଡକାୟତ କରୁଥିବା ଅଭିଯୋଗରେ ଏକ ଡକାୟତ ଗ୍ୟାଙ୍ଗର ୧୨ ଜଣ ସଦସ୍ୟକୁ ଗିରଫ କରିଛି ନବରଙ୍ଗପୁର ପୋଲିସ୍ । ଏ ସମ୍ବନ୍ଧରେ ନବରଙ୍ଗପୁର…

0 Comments

ପାଇକମାଳରେ ଦଳିତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କ୍ରସର ମାଲିକ ଗିରଫ!

(୨୫/୬) ଓଡ଼ିଶାରେ ଦିନକୁ ଦିନ ଦଳିତ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ସୂଚନାନୁସାରେ ବରଗଡ଼ ଜିଲ୍ଲା ପାଇକମାଳ ନିକଟସ୍ଥ ଚୁହାପାଲି କ୍ରସର ପରିସରରେ ଜଣେ ଦଳିତ ନାବାଳିକାକୁ ଧର୍ଷଣ କରିଥିବା ଅଭିଯୋଗରେ…

0 Comments

ପମ୍ପୁ ତଲାବର ପୁନଃଉଦ୍ଧାର କାର୍ଯ୍ୟରେ ଦୁର୍ନୀତିର ତଦନ୍ତ ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବିପତ୍ର

(୨୪/୬) କଣ୍ଟାବାଞ୍ଜି ସହରରେ ଐତିହାସିକ ପମ୍ପୁ ତଲାବ୍ ସମସ୍ତଙ୍କ ଶୀକାର ହୋଇଯାଇଛି । ପମ୍ପୁ ତଲାବ୍‌କୁ ବୁଝିବାକୁ ହେଲେ କଣ୍ଟାବାଞ୍ଜି ସହରର ଭୌଗୋଳିକ ଅବସ୍ଥିତିକୁ ବୁଝିବାକୁ ପଡ଼ିବ । କଣ୍ଟାବାଞ୍ଜି ସହରକୁ ଓଡ଼ିଶା ସରକାର,…

0 Comments

ହୃଦରୋଗର ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ମହିଳାଙ୍କୁ ‌ପ୍ରତିଶୃତି ଦେଲେ ଜିଲ୍ଲାପାଳ

(୨୦/୬) ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ବମରିତ ଗାଁର ସଞ୍ôତା ମହାନନ୍ଦ ନାମ୍ନୀ ଜଣେ ମହିଳାଙ୍କ ହୃଦରୋଗର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜୁଥିବା ଖବର ପାଇ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ…

0 Comments