ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ କୁ ଟପିଲା । ଏଥର ସୁବର୍ଣ୍ଣପୁର ବି ସାମିଲ ହେଲା ।

ଆଜି ରାଜ୍ୟରେ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପହଂଚିି ଯାଇଛି । ଏହି ୭୯ ଜଣଙ୍କ ଭିତରେ କଟକର ୧୬ ଜଣ, ବଲଙ୍ଗୀରର…

0 Comments