ହାଇଦ୍ରାବାଦ କ୍ୱାରେଣ୍ଟାଇନ କେନ୍ଦ୍ରରେ ଓଡ଼ିଆ ଶ୍ରମିକଙ୍କ ହତ୍ୟାକାଣ୍ଡ

ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ା ବ୍ଲକର ଏସ୍‌.କେରାଗାଁ ଗ୍ରାମର ଦୁଇ ବାସିନ୍ଦାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ହାଇଦ୍ରାବାଦଠାରେ ଘଟିଛି ଏକ ହତ୍ୟାକାଣ୍ଡ । ସୂଚନା ଅନୁଯାୟୀ ଉକ୍ତ ଶ୍ରମିକ ଦ୍ୱୟ ଦୁଇ ମାସ ପୂର୍ବେ…

0 Comments

ପ୍ରବାସୀ (ଗଳ୍ପ)

-ତପନ ସାହୁକନିଷ୍ଠ ଶିକ୍ଷକ, ଚାନ୍ଦବାଲି, ଭଦ୍ରକ ବୋଉ! ମୋର ମେସେଜ୍ ଆସିଗଲା ବୋଉ । ମୋ ରେଜିଷ୍ଟ୍ରେସନ୍ ନମ୍ବର ହେଉଛି ଏମ୍‌-୪୨୭୫୬୭୩ । ମୁଁ ଏବେ ଓଡ଼ିଶା ଯାଇପାରିବି ବୋଉ । ମୋତେ ଆଉ…

0 Comments

ରାଜ୍ୟରେ ଆହୁରି ୪୬ ଟି କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ମାମଲା ସଂଖ୍ୟା ୪୩୭ କୁ ବୃଦ୍ଧି

ବେସରକାରୀ ଭାବେ ମିଳିଥିବା ତଥ୍ୟ ଅନୁସାରେ ବିଭିନ୍ନ ଗଣମାଧ୍ୟମ ତଥା ସୋସିଏଲ ମିଡିଆ ଗତକାଲିଯାଏଁ ରାଜ୍ୟରେ ୪୧୪ ଟି କରୋନା ମାମଲା ଥିବା ପ୍ରଚାର କରିଥିବାବେଳେ ରାଜ୍ୟ ସୂଚନା ଓ ଜନ ସମ୍ପର୍କ ବିଭାଗ…

0 Comments

ମାଆର ମମତା : ଅସୀମ କଥା (କବିତା)

-ଡକ୍ଟର ଦ୍ୱାରିକାନାଥ ମହାରଣାସଂପାଦକ-ଭାବଧାରା ସାହିତ୍ୟ ସଂସଦଖଲ୍ଲିକୋଟ, ଗଞ୍ଜାମ ମାଆର ସେନେହ ମାଆର ମମତାସଂସାର ସୁଖଠୁ ଭିନ୍ନପୁଅ ଝିଅଙ୍କର ଅଳି ଅରଦଳିବୁଝିପାରେ ମାଆ ମନ । । ପୃଥିବୀଠୁ ଉଚ୍ଚେ ତାହାରି ଆସନଯାହାଲାଗି ଆମ ସ୍ଥିତିଆପଣା…

0 Comments

୨୦୧୯-ଏକ ସନେଟ୍‌ (କବିତା)

-ଏମ୍ ହିମାଂଶୁ ଆଚାରୀସଂପାଦକ-ଚନ୍ଦନଧାରା ନବରଙ୍ଗପୁର ସ୍ମୃତି ଫରୁଆରେ ସାଇତି ତୋତେ ମୁଁ ସଜେଇଛି ହୃଦ କାନ୍ଥେଦେଇଛୁ କେତେ ତୁ ନେଇଛୁ କେତେ ମୁୁଁ ହିସାବ କରିନି ଏତେ,ବାନ୍ଧିଥିଲି ଦିନେ ଭାବ ବନ୍ଧନରେ ଭରିଥିଲି ଆଶାକୁମ୍ଭଫେରିବାକୁ…

0 Comments

କରୋନା… ଭିନ୍ନ ଏକ ଆହ୍ୱାନ (କବିତା)

-ଧର୍ମରାଜ ମାଝୀଗୋଷ୍ଠୀ ଉନ୍ନୟନ ଅଧିକାରୀଚନ୍ଦାହାଣ୍ଡି, ନବରଙ୍ଗପୁର ବନ୍ଦୀ ପରି ଜୀବନ ଯାପନକର୍ଫ୍ୟୁ ହୋଇଛି ଜାରିଦଙ୍ଗା ନୁହେଁ ହିଂସା ନୁହେଁସେ ତ ଆସିଛି ସାଜି ମହାମାରୀ ! କରୁଣା, ନାହିଁ କରୋନାରଆବୋରି ନେଇଛି ସାରା ବିଶ୍ୱସୀମା…

0 Comments