କୃଷି ବିଭାଗର ଟୋଲ୍ ଫ୍ରୀ ନମ୍ବର ୧୮୦୦୧୦୨୫୧୬୬

କୃଷି ତଥା ଉଦ୍ୟାନ କୃଷି ସମେତ ଫସଲ ସମ୍ପର୍କୀତ କୌଣସି ବିଷୟ ବୁଝିବାର ଥିଲେ ଚାଷୀ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୯ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଫୋନ୍ କରିପାରିବେ ।…

0 Comments

କଳାହାଣ୍ଡି ଜିଲ୍ଲାର ପ୍ରାୟ ୪୦ ଜଣ ଲକଡାଉନ୍ ଦିନଠୁ ବାଙ୍ଗାଲୋରରେ, ସରକାରଙ୍କୁ ସାହାଯ୍ୟ କରିବାକୁ ନିବେଦନ

ରାଜ୍ୟର ପ୍ରବାସୀ ଓଡ଼ିଆମାନେ ବର୍ତ୍ତମାନ ଘରକୁ ଫେରିବାକୁ ବାଟ ଚାହିଁ ରହିଥିବାବେଳେ ବାଙ୍ଗାଲୋରରୁ ଏକ ଖବର ପହଂଚିଛି । କଳାହାଣ୍ଡି ଜିଲ୍ଲାର କୋକସରା ଓ ଜୟପାଟଣା ବ୍ଲକର ପ୍ରାୟ ୪୦ ଜଣ ବାଙ୍ଗାଲୋର୍‌ର ଡୋଡାଧୁନସନଦ୍ରା…

0 Comments

ଆଜି ଗୋଟିଏ ଦିନରେ ରାଜ୍ୟରେ ୭ ଟି ନୂଆ କରୋନା ମାମଲା ସହ ୩ ଟି ନୂଆ ଜିଲ୍ଲା ସାମିଲ୍‌

ଗତକାଲିର ରିପୋର୍ଟ ଅନୁଯାୟୀ ରାଜ୍ୟରେ କରୋନା ମାମଲା ସଂଖ୍ୟା ୧୧୮ ଥିବାବେଳେ ଆଜି ତାହା ୧୨୫ ରେ ପହଂଚିଛି । ଏଥିରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର, ଦେଓଗଡ଼ ଜିଲ୍ଲାର ବାସୁଦେବପୁର ଓ କେଉଁଝର ଜିଲ୍ଲାର…

0 Comments

ବଲାଙ୍ଗୀର ଜି୍‌ଲ୍ଲା ପାଟଣାଗଡ଼ ପାଖରେ ନିର୍ମାଣାଧିନ ଥିବା ତମିଆ ପୋଲ ଭାଙ୍ଗିଲା

ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ନିକଟରେ ଏକ ବାହାଲ ଉପରେ ନିର୍ମାଣାଧିନ ଥିବା ପୋଲଟି ଭାଙ୍ଗି ଯାଇଛି । ଘଟଣାଟି ପ୍ରାୟ ଆଜି ସକାଳ ୧୦ ଟା ସମୟରେ ଘଟିଥିବା ଲୋକେ…

0 Comments