ଜିଲ୍ଲା ଅନୁଯାୟୀ କରୋନା ସମ୍ବାଦ

ଖୋର୍ଦ୍ଦା ଜିଲ୍ଲାରେ ସର୍ବାଧିକ ୪୬ ଜଣ କରୋନାଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ଭଦ୍ରକ ରେ୧୧ ଜଣ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ୨ ଜଣ ଲେଖାଏଁ, ସୁନ୍ଦରଗଡ଼ରେ ୩ ଜଣ, କେନ୍ଦ୍ରାପଡ଼ା ଓ କଳାହାଣ୍ଡିରେ ୨ ଜଣ ଲେଖାଏଁ ତଥା ଢେଙ୍କାନାଳ, କଟକ ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ଖୋର୍ଦ୍ଦା ଜିଲ୍ଲାରେ ସର୍ବାଧିକ ୨୧ ଜଣ ଭଲ ହୋଇ ଘରକୁ ଫେରିଥିବାବେଳେ ଭଦ୍ରକ, ସୁନ୍ଦରଗଡ଼ ଓ କଳାହାଣ୍ଡିର ୨ ଜଣ ଲେଖାଏଁ ଓ ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକ ଓ ପୁରୀର ଜଣେ ଲେଖାଏଁ ଭଲ ହୋଇଛନ୍ତି । ବର୍ତ୍ତମାନ ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫୦ ହୋଇଥିବାବେଳେ ସେ ଭିତରୁ ସର୍ବାଧିକ ଖୋର୍ଦ୍ଦା ଜିଲ୍ଲାର ୨୪ ଜଣ, ଭଦ୍ରକର ୯ ଜଣ, ବାଲେଶ୍ୱରର ୮ ଜଣ, ଯାଜପୁରର ୭ ଜଣ, ସୁନ୍ଦରଗଡ଼ ଓ କେନ୍ଦ୍ରପଡ଼ାର ଜଣେ ଲେଖାଏଁ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଜିଲ୍ଲା ଅନୁଯାୟୀ କରୋନା ସମ୍ବାଦ