‘ବାହାର ରାଜ୍ୟରୁ ପଞ୍ଚାୟତକୁ ଫେରିବା ଲୋକ ୧୪ ଦିନର ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ’

ଲକଡାଉନ୍ ଉଠିବା ପରେ ରାଜ୍ୟ ବାହାରୁ ଯିଏ ବି ଆପଣା ପଞ୍ଚାୟତକୁ ଫେରିବ, ତାଙ୍କୁ ୧୪ ଦିନର ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେମାନଙ୍କର ଖାଦ୍ୟ, ରହଣି, ଔଷଧ ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସମ୍ପର୍କୀୟ ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ‘ବାହାର ରାଜ୍ୟରୁ ପଞ୍ଚାୟତକୁ ଫେରିବା ଲୋକ ୧୪ ଦିନର ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ’